ଅର୍ଥ : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
ଉଦାହରଣ :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
ସମକକ୍ଷ : ବ୍ୟାଗ, ହ୍ୟାଣ୍ଡବ୍ୟାଗ
ଅନ୍ୟ ଭାଷାରେ ଅନୁବାଦ :
A container used for carrying money and small personal items or accessories (especially by women).
She reached into her bag and found a comb.ଅର୍ଥ : ଅନେକ କୋଠରି ଥିବା ଏକ ପ୍ରକାର ଛୋଟ ଥଳି
ଉଦାହରଣ :
ମୋ ବଟୁଆରେ ମାତ୍ର ଶହେ ଟଙ୍କା ଅଛି
ସମକକ୍ଷ : ବଟୁଆ
ଅନ୍ୟ ଭାଷାରେ ଅନୁବାଦ :