ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପର୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପର୍ବ   ବିଶେଷ୍ୟ

ଅର୍ଥ : କୌଣସି ବଡ଼ ଜାତୀୟ, ଧାର୍ମିକ, ସାମାଜିକ, ମଙ୍ଗଳ ବା ଶୁଭ ଅବସର ଯାହା ଧୂମ୍‌ଧାମରେ ପାଳିତ ହୁଏ

ଉଦାହରଣ : ସ୍ୱତନ୍ତ୍ରତା ଦିବସ ଆମର ରାଷ୍ଟ୍ରୀୟ ଉତ୍ସବ

ସମକକ୍ଷ : ଉତ୍ସବ


ଅନ୍ୟ ଭାଷାରେ ଅନୁବାଦ :

धूम-धाम से मनाया जाने वाला कोई बड़ा जातीय, धार्मिक या सामाजिक, मंगल या शुभ दिन।

स्वतंत्रता दिवस हमारा राष्ट्रीय त्योहार है।
कौतुक, त्योहार, त्यौहार, पर्व, फ़ेस्टिवल, फेस्टिवल

A day or period of time set aside for feasting and celebration.

festival

ଅର୍ଥ : ଗ୍ରନ୍ଥର ଖଣ୍ଡ ବା ବିଭାଗ ଯେଉଁଥିରେ କେତେକ ଅଧ୍ୟାୟ ଥାଏ

ଉଦାହରଣ : ମହାଭାରତର ପ୍ରଥମ ପର୍ବର ପ୍ରଥମ ଅଧ୍ୟାୟର ଏକ ଶ୍ଳୋକ କୁହନ୍ତୁ


ଅନ୍ୟ ଭାଷାରେ ଅନୁବାଦ :

ग्रंथ का खंड या विभाग जिसमें कई अध्याय हो सकते हैं।

महाभारत के प्रथम पर्व के प्रथम अध्याय का एक श्लोक बताइए।
पर्व

A self-contained part of a larger composition (written or musical).

He always turns first to the business section.
The history of this work is discussed in the next section.
section, subdivision

ଅର୍ଥ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ

ଉଦାହରଣ : ଇଦ ଉତ୍ସବ ପୁଣି କେବେ ଆସିବ?

ସମକକ୍ଷ : ଉତ୍ସବ, ସମାରୋହ


ଅନ୍ୟ ଭାଷାରେ ଅନୁବାଦ :

* वह दिन या समयावधि जो भोज या उत्सव मनाने के लिए अलग रखा जाता है।

ईद का उत्सव फिर कब आएगा?
उत्सव, समारोह

A day or period of time set aside for feasting and celebration.

festival