ଅର୍ଥ : ଯେଉଁ ଘର ପତ୍ରରେ ଛାଉଣୀ କରାଯାଇଛି
ଉଦାହରଣ :
ପ୍ରାଚୀନ କାଳରେ ମୁନିଋଷିମାନେ ଜଙ୍ଗଲରେ ପତ୍ରକୁଡ଼ିଆରେ ରହୁଥିଲେ
ସମକକ୍ଷ : ଉଟଜ, ପତ୍ରକୁଡ଼ିଆ, ପର୍ଣ୍ଣଶାଳା
ଅନ୍ୟ ଭାଷାରେ ଅନୁବାଦ :
वह झोंपड़ी जो पत्तों से छायी या बनाई गई हो।
प्राचीन काल में मुनि, तपस्वी आदि जंगल में पर्णकुटी बनाकर रहते थे।