ଅର୍ଥ : ଯାହା ସିଧାସଳଖ ଏବଂ ଭଲଭାବରେ ବା ସାମନାରୁ ନ ହୋଇ ବୁଲେଇ ବଙ୍କେଇ କିମ୍ବା ଅନ୍ୟ ବାଟରେ ହୁଏ
ଉଦାହରଣ :
ଏହି କାମକୁ କରିବାପାଇଁ ମୋତେ ପରୋକ୍ଷ ମାର୍ଗ ଧରିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
जो सीधे और साफ़ तरह से या सामने न होकर घुमाव-फिराव से या दूसरे द्वार से हो।
उस काम को करने के लिए मुझे अप्रत्यक्ष तरीका अपनाना पड़ा।