ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀସ୍ତାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀସ୍ତାନ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଆକର୍ଷଣୀୟ ବସ୍ତ୍ରାଭୂଷଣରେ ସୁସଜ୍ଜିତ ସୁନ୍ଦର ସ୍ତ୍ରୀମାନଙ୍କର ସମାବେଶହୋଇଥାଏ

ଉଦାହରଣ : ମେଳଣ ଲାଗିବା କ୍ଷଣି ସେହି ସ୍ଥାନ ପରୀରାଇଜରେ ବଦଳି ଯାଏ

ସମକକ୍ଷ : ପରୀଜଗତ, ପରୀରାଇଜ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ मनमोहक वस्त्राभूषणों से सुसज्जित सुंदर स्त्रियों का जमघट हो।

मेला लगते ही यह स्थान परिस्तान में बदल जाता है।
परिस्तान, परीलोक

ଅର୍ଥ : ଯେଉଁ କଳ୍ପିତ ସ୍ଥାନରେ ପରୀମାନେ ରହନ୍ତି

ଉଦାହରଣ : ପରୀଲୋକରେ ପରୀମାନେ ରହନ୍ତି

ସମକକ୍ଷ : ପରୀଲୋକ


ଅନ୍ୟ ଭାଷାରେ ଅନୁବାଦ :

एक कल्पित स्थान जहाँ परियाँ रहती हैं।

परिस्तान में परियाँ रहती हैं।
परिस्तान, परीलोक

The enchanted realm of fairies.

faerie, faery, fairyland