ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀକ୍ଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀକ୍ଷିତ   ବିଶେଷ୍ୟ

ଅର୍ଥ : ଅର୍ଜୁନଙ୍କ ନାତି ତଥା ଅଭିମନ୍ୟୁଙ୍କ ପୁତ୍ର ଯାହାଙ୍କୁ ଗୋଟିଏ ସାପ ଦଂଶନ କରିଥିଲା

ଉଦାହରଣ : ପରୀକ୍ଷିତ ଉତ୍ତରାଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିଲେ


ଅନ୍ୟ ଭାଷାରେ ଅନୁବାଦ :

अर्जुन के पौत्र तथा अभिमन्यु के पुत्र जिनको एक सर्प ने डँस लिया था।

परीक्षित उत्तरा के गर्भ से उत्पन्न हुए थे।
परीक्षित

An imaginary being of myth or fable.

mythical being

ପରୀକ୍ଷିତ   ବିଶେଷଣ

ଅର୍ଥ : ଯାହାର ଯାଞ୍ଚ ବା ପରୀକ୍ଷା କରାଯାଇଛି

ଉଦାହରଣ : ଏହା ପରୀକ୍ଷିତ ଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

जिसकी जाँच या परीक्षा की गई हो।

यह परीक्षित यंत्र है।
अनुभूत, अवेक्षित, आकलित, आजमाया, आजमूद, आजमूदा, आज़मूद, आज़मूदा, परीक्षित