ଅର୍ଥ : କୌଣସି ବିଷୟ ବା କଥାର ଶେଷ ବା ଚରମ ସୀମା
ଉଦାହରଣ :
କେହି ବି ନିଜ ଅଧିକାରର ପରିସୀମା ଲଙ୍ଘନ କରିବା ଉଚିତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
The greatest amount of something that is possible or allowed.
There are limits on the amount you can bet.ଅର୍ଥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ଉଦାହରଣ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ସମକକ୍ଷ : ଅବଧି, ଗଣ୍ଡି, ଚୌହଦି, ଧାର, ସୀମା
ଅନ୍ୟ ଭାଷାରେ ଅନୁବାଦ :
The point or degree to which something extends.
The extent of the damage.ଅର୍ଥ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ଉଦାହରଣ :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ସମକକ୍ଷ : ଅନ୍ତିମସୀମା, ସୀମା
ଅନ୍ୟ ଭାଷାରେ ଅନୁବାଦ :