ଅର୍ଥ : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
ଉଦାହରଣ :
ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
ସମକକ୍ଷ : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जिसका परिष्करण हुआ हो या किया गया हो।
साहित्य में परिष्कृत भाषा का प्रयोग करना चाहिए।