ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଶିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଶିଷ୍ଟ   ବିଶେଷ୍ୟ

ଅର୍ଥ : କୌଣସି ପୁସ୍ତକର ଅତିରିକ୍ତ ଅଂଶ ଯେଉଁଥିରେ କିଛି ଏଭଳି କଥା ଦିଆଯାଇଥାଏ ଯାହାଦ୍ୱାରା ତାର ଉପଯୋଗିତା ଅଥବା ମହତ୍ୱ ବଢେ

ଉଦାହରଣ : ବହିର ପରିଶିଷ୍ଟ ପଢି ହିଁ ଜଗନ ତାକୁ କିଣିନେଲା


ଅନ୍ୟ ଭାଷାରେ ଅନୁବାଦ :

किसी पुस्तक का वह अतिरिक्त अंश जिसमें कुछ ऐसी बातें दी गई हों जिनसे उनकी उपयोगिता अथवा महत्व बढ़ता हो।

पुस्तक का परिशिष्ट पढ़कर ही जगन ने उसे खरीद लिया।
जमीमा, ज़मीमा, परिशिष्ट

Textual matter that is added onto a publication. Usually at the end.

addendum, postscript, supplement

ଅର୍ଥ : କୌଣସି ପୁସ୍ତକ, ଲେଖା ଆଦିର ଅନ୍ତିମ ଭାଗ ଯେଉଁଥିରେ ପ୍ରଥମେ ନିଜ ସ୍ଥାନରେ ଆସିପାରିନଥିବା ଆବଶ୍ୟକ ବା ଉପଯୋଗୀ କଥା ରହେ

ଉଦାହରଣ : ଶିକ୍ଷକଙ୍କ ଧ୍ୟାନ ଅଚାନକ ପରିଶିଷ୍ଟ ଆଡ଼କୁ ଗଲା


ଅନ୍ୟ ଭାଷାରେ ଅନୁବାଦ :

किसी पुस्तक, लेख आदि का वह अंतिम भाग जिसमें वे आवश्यक या उपयोगी बातें रहती हैं जो पहले अपने स्थान पर न आ सकी हों।

शिक्षक का ध्यान अचानक परिशिष्ट की ओर गया।
अनुपूरक, परिशिष्ट

Textual matter that is added onto a publication. Usually at the end.

addendum, postscript, supplement

ପରିଶିଷ୍ଟ   ବିଶେଷଣ

ଅର୍ଥ : ଛାଡ଼ି ଯାଇଥିବା ବା ବଳକା ରହି ଯାଇଥିବା

ଉଦାହରଣ : ଆପଣ ଏହି ପରିଶିଷ୍ଟ ପୃଷ୍ଠାଗୁଡ଼ିକ ମଧ୍ୟ ବହିରେ ମୁଦ୍ରଣ କରନ୍ତୁ


ଅନ୍ୟ ଭାଷାରେ ଅନୁବାଦ :

छूटा या बचा हुआ।

इन परिशिष्ट पन्नों को भी आप पुस्तक में छपवा दीजिए।
परिशिष्ट