ଅର୍ଥ : ସେହି ଭିନ୍ନତା ବା ପରିବର୍ତ୍ତନ ଯାହା ସାଧାରଣ ଜୀବନଯାପନ ଅପେକ୍ଷା କିଛି ଅଲଗା ଆନନ୍ଦ ଦିଏ
ଉଦାହରଣ :
ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ଉଦାହରଣ :
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ସମକକ୍ଷ : ଅଦଳ ବଦଳ, ପୁନର୍ବଦଳ, ବଦଳ
ଅନ୍ୟ ଭାଷାରେ ଅନୁବାଦ :
The act of changing one thing for another thing.
Adam was promised immortality in exchange for his disobedience.ଅର୍ଥ : ବଦଳିବାର କ୍ରିୟା ବା ଭାବ
ଉଦାହରଣ :
ପରିବର୍ତ୍ତନ ସଂସାରର ନିୟମ
ସମକକ୍ଷ : ବଦଳିବା
ଅନ୍ୟ ଭାଷାରେ ଅନୁବାଦ :
An event that occurs when something passes from one state or phase to another.
The change was intended to increase sales.ଅର୍ଥ : (ଖଗୋଳବିଜ୍ଞାନ) ମଧ୍ୟମାନ ଗତିର ବ୍ୟତିକ୍ରମ ବା କୌଣସି ଗ୍ରହ ବା ଉପଗ୍ରହ କକ୍ଷରେ ବିଚଳନ କରିବା
ଉଦାହରଣ :
ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପୃଥିବୀ ଉପରେ ପଡ଼େ
ଅନ୍ୟ ଭାଷାରେ ଅନୁବାଦ :
(खगोल-विज्ञान) मध्यमान गति का व्यतिक्रम या किसी ग्रह या उपग्रह का कक्ष से विचलन।
चंद्रमा के परिवर्तन का सीधा प्रभाव धरती पर पड़ता है।(astronomy) any perturbation of the mean motion or orbit of a planet or satellite (especially a perturbation of the earth's moon).
variationଅର୍ଥ : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
ଉଦାହରଣ :
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
ସମକକ୍ଷ : ତ୍ରୁଟିଶୂନ୍ୟ, ସଂଶୋଧନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ଉଦାହରଣ :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
ସମକକ୍ଷ : ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା, ବଦଳେଇବା
ଅନ୍ୟ ଭାଷାରେ ଅନୁବାଦ :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।