ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରଖୀ   ବିଶେଷ୍ୟ

ଅର୍ଥ : ଲୁହାର ଏକ ଛୋଟ, ପତଳା, ଲମ୍ବା ଉପକରଣ ଯାହା ସହାୟତାରେ ସିଲେଇ ହୋଇଥିବା ବସ୍ତା ମଧ୍ୟରୁ ନମୂନା ଗହମ, ଚାଉଳ୍ଆଦି ବାହାର କରାଯାଏ

ଉଦାହରଣ : ଗ୍ରାହକମାନଙ୍କୁ ଦେଖାଇବାପାଇଁ ଦୋକାନୀ ପରଖୀଦ୍ୱାରା ଚାଉଳ ବାହାର କରୁଛି

ସମକକ୍ଷ : ବମ୍ବା


ଅନ୍ୟ ଭାଷାରେ ଅନୁବାଦ :

लोहे का एक छोटा, पतला, लम्बा उपकरण जिसकी सहायता से बन्द बोरे में से नमूने के तौर पर गेहूँ, चावल आदि निकालते हैं।

ग्राहकों को दिखाने के लिए दुकानदार बोरे से परखी द्वारा चावल निकाल रहा है।
परखी

A device that requires skill for proper use.

instrument