ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପନିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପନିର   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଘନ ଖାଦ୍ୟ ଯାହା ଦହିରୁ ପାଣି ବାହାରକରି ତାକୁ ଜମେଇ ବା ଏକତ୍ର କରି ତିଆରି କରାଯାଇଥାଏ

ଉଦାହରଣ : ମୋ ଝିଅକୁ ପନିର ବହୁତ ପସନ୍ଦ ଲାଗେ

ସମକକ୍ଷ : ଛେନାମୁଣ୍ଡା


ଅନ୍ୟ ଭାଷାରେ ଅନୁବାଦ :

एक ठोस खाद्य जो फटे दूध से पानी निकालने के बाद मिले थक्के को जमाकर व संसाधित करके बनाया जाता है।

मेरी बेटी को चीज़ बहुत पसंद है।
चीज़

A solid food prepared from the pressed curd of milk.

cheese