ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଯାତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଯାତ୍ରୀ   ବିଶେଷ୍ୟ

ଅର୍ଥ : ପାଦରେ ଯାତ୍ରା କରୁଥିବା ଯାତ୍ରୀ

ଉଦାହରଣ : କେତେକ ପଦଯାତ୍ରୀ ମନ୍ଦିର ପରିକ୍ରମା କରୁଛନ୍ତି

ସମକକ୍ଷ : ପାଦଚଲା ଯାତ୍ରୀ


ଅନ୍ୟ ଭାଷାରେ ଅନୁବାଦ :

पैदल चलनेवाला यात्री।

कुछ पदयात्री मंदिर की परिक्रमा कर रहे हैं।
पद यात्री, पदयात्री, पैदल यात्री, पैदलिया, बटाऊ

A person who travels by foot.

footer, pedestrian, walker