ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦଯାତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦଯାତ୍ରା   ବିଶେଷ୍ୟ

ଅର୍ଥ : ପାଦରେ ଚାଲି ହେଉଥିବା ଦୀର୍ଘ ଓ କଷ୍ଟପ୍ରଦ ଯାତ୍ରା

ଉଦାହରଣ : ଆମ୍ଭେମାନେ ଟ୍ରେକିଂପାଇଁ ହିମାଳୟକୁ ଯାଉଛୁ

ସମକକ୍ଷ : ଟ୍ରେକିଂ


ଅନ୍ୟ ଭାଷାରେ ଅନୁବାଦ :

वह लंबी और कठिन यात्रा जो पैदल की जाए।

हमलोग ट्रेक के लिए हिमालय जा रहे हैं।
ट्रेक, ट्रेकिंग, ट्रैकिंग

Any long and difficult trip.

trek

ଅର୍ଥ : ପାଦରେ ଚାଲି ହେଉଥିବା ଯାତ୍ରା

ଉଦାହରଣ : ମୋତେ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ପଡ଼ିବ

ସମକକ୍ଷ : ପଦ ଯାତ୍ରା


ଅନ୍ୟ ଭାଷାରେ ଅନୁବାଦ :

किसी विशेष उद्देश्य (विशेषकर राजनैतिक या धार्मिक) से पैदल की जानेवाली यात्रा।

ईसवी सन् उन्नीस सौ तैंतीस-चौंतीस में गाँधी जी ने अस्पृश्यता के खिलाफ पूरे देश में पदयात्रा की थी।
मैंने देवी मंदिर तक पदयात्रा की।
पद यात्रा, पदयात्रा, पैदल यात्रा

A long walk usually for exercise or pleasure.

She enjoys a hike in her spare time.
hike, hiking, tramp