ଅର୍ଥ : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ
ଉଦାହରଣ :
ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା
ସମକକ୍ଷ : ମେଡ଼ାଲ୍
ଅନ୍ୟ ଭାଷାରେ ଅନୁବାଦ :
An award for winning a championship or commemorating some other event.
decoration, laurel wreath, medal, medallion, palm, ribbonଅର୍ଥ : ଛୋଟ ଆକାରର ମୂର୍ତ୍ତି
ଉଦାହରଣ :
ସେ ନିଜ ଗଳାରେ ଏକ ହନୁମାନ ପଦକ ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପିଲାମାନେ ପିନ୍ଧୁଥିବା ଏକ ପ୍ରକାର ଆଭୂଷଣ
ଉଦାହରଣ :
ପିଲାମାନଙ୍କ କଣ୍ଠରେ ପଦକ ପିନ୍ଧାଯାଏ
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceଅର୍ଥ : ବେକରେ ପିନ୍ଧାଯାଉଥିବା ଯେଉଁ ଗହଣାରେ କୌଣସି ଦେବତାଙ୍କ ଚରଣ ଅଙ୍କନ ହୋଇଥାଏ
ଉଦାହରଣ :
ଏହି ପଦକରେ ପ୍ରଭୁ ଗଣେଶଙ୍କ ଚରଣ ଅଙ୍କିତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
गले में पहनने का वह गहना जिसपर किसी देवता के चरण अंकित हों।
इस पदिक पर भगवान गणेश के चरण अंकित हैं।