ଅର୍ଥ : କୌଣସି ପଦରେ ନିଯୁକ୍ତ ହେବାର କ୍ରିୟା ବା ଭାବ
ଉଦାହରଣ :
ନିଜର ପଦ ନିଯୁକ୍ତି ଖବର ଶୁଣି ସେ ବହୁତ ଖୁସି ହେଲା
ସମକକ୍ଷ : ଚାକିରି, ସେବା ନିଯୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी पद पर नियुक्त होने की क्रिया या भाव।
अपनी पद नियुक्ति की ख़बर सुनकर उसे बहुत खुशी हुई।The act of putting a person into a non-elective position.
The appointment had to be approved by the whole committee.