ଅର୍ଥ : ଯେ ପଟ୍ଟା ଲେଖି କୌଣସି ଜମି ନେଇଥାଏ
ଉଦାହରଣ :
ପଟ୍ଟା ମିଳିବା ପରେ ବି କେତେକ ପଟ୍ଟାଦାରମାନଙ୍କୁ ଏବେ ବି ଜମି ମିଳିନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह जिसने पट्टा लिखाकर कोई जमीन ली हो।
पट्टा होने के बाद भी कुछ पट्टेदारों को अभीतक जमीन नहीं मिली है।