ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟ୍ଟା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାବର ସମ୍ପତ୍ତି ବା ଭୂମିର ଉପଭୋଗପାଇଁ ତାହାର ମାଲିକଙ୍କ ଠାରୁ ଉପଭୋକ୍ତା ବା ଠିକାଦାରଙ୍କୁ ମିଳିଥିବା ପତ୍ର

ଉଦାହରଣ : ଗାଁ ପ୍ରଧାନ ଗାଁର ସବୁ ପୋଖରୀର ପଟ୍ଟା ନିଜ ସଂପର୍କୀୟମାନଙ୍କୁ ଦେଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

किसी स्थावर सम्पत्ति या भूमि के उपभोग का वह पत्र जो स्वामी की ओर से असामी या ठेकेदार को मिलता है।

ग्राम-प्रधान ने गाँव के सभी तालाबों का पट्टा अपने सगे-संबंधियों को दिया है।
इजारा, पटा, पट्टा, लीज

The right to hold property. Part of an ancient hierarchical system of holding lands.

land tenure, tenure