ଅର୍ଥ : ଜଳଦ୍ୱାରା ବୋହିକରି ଆସିଥିବା ମାଟି
ଉଦାହରଣ :
ପଟୁମାଟି ଅତ୍ୟନ୍ତ ଉତ୍ପାଦନକ୍ଷମ
ଅନ୍ୟ ଭାଷାରେ ଅନୁବାଦ :
A fine-grained fertile soil deposited by water flowing over flood plains or in river beds.
alluvial soilଅର୍ଥ : ନଦୀଦ୍ୱାରା ବୋହିଆସିଥିବା ବାଲିମିଶ୍ରିତ ଯେଉଁ ମାଟି ବର୍ଷାପରେ ନଦୀପାଣି ସ୍ତର କମିଗଲେ ତଟରେ ବସିଯାଏ
ଉଦାହରଣ :
ଶ୍ରମିକମାନେ ଟ୍ରକରେ ପଟୁମାଟି ଲଦୁଛନ୍ତି
ସମକକ୍ଷ : ଦୋରସାମାଟି
ଅନ୍ୟ ଭାଷାରେ ଅନୁବାଦ :