ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟୁ   ବିଶେଷ୍ୟ

ଅର୍ଥ : ଗୋଟିଏ ଲତା

ଉଦାହରଣ : ଏଠାରେ ଠାଏ-ଠାଏ ଚିରାଇତା ଲଟ ମାଡିଛି

ସମକକ୍ଷ : ଚିରାଇତା, ପଥ୍ୟା


ଅନ୍ୟ ଭାଷାରେ ଅନୁବାଦ :

एक लता।

यहाँ जगह-जगह चिरमिटा पसरा हुआ है।
चिरमिटा, पटु, पथ्या

A plant with a weak stem that derives support from climbing, twining, or creeping along a surface.

vine

ଅର୍ଥ : ନଈବଢ଼ିରେ ଭାସି ଆସିଥିବା ମାଟି

ଉଦାହରଣ : କୃଷକ ବିଲରେ ପଟୁମାଟିକୁ କୋଦାଳରେ ସମାନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

नदी की बाढ़ से बहकर आई हुई मिट्टी।

किसान खेत में पंककर्वट को पाटे की सहायता से बराबर कर रहा है।
पंककर्वट

ପଟୁ   ବିଶେଷଣ

ଅର୍ଥ : କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି

ଉଦାହରଣ : ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ

ସମକକ୍ଷ : କୁଶଳୀ, ପକ୍କା, ପ୍ରବୀଣ, ବିଚକ୍ଷଣ, ସିଦ୍ଧହସ୍ତ


ଅନ୍ୟ ଭାଷାରେ ଅନୁବାଦ :

Highly skilled.

An accomplished pianist.
A complete musician.
accomplished, complete