ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟା   ବିଶେଷ୍ୟ

ଅର୍ଥ : ଯେଉଁ କାଠପଟାଉପରେ ଧୋବା ଲୁଗା ସଫାକରେ

ଉଦାହରଣ : ପାଣିରେ ପଡ଼ିପଡ଼ି ପଟା ସଢ଼ିବାକୁ ଲାଗିଲାଣି


ଅନ୍ୟ ଭାଷାରେ ଅନୁବାଦ :

लकड़ी का वह पटरा जिस पर धोबी कपड़े धोता है।

पानी में रखे-रखे पटरा सड़ने लगा है।
तखता, तख़ता, तख़्ता, तख्ता, पटरा, पल्ला

ଅର୍ଥ : ଲମ୍ବା,ଚଉକୋଣିଆ ଏବଂ ସମତଳ ଭାବେ ଚିରା ହୋଇଥିବା କାଠ ଖଣ୍ଡ ଯାହା ଲମ୍ବା ଚଉଡ଼ା ଅନୁପାତରେ ବହୁତ କମ ମୋଟା ହୋଇଥାଏ

ଉଦାହରଣ : ବଡ଼ବଡ଼ କାଠଗଣ୍ଡିକୁ କରତ କଳରେ ଚିରି ପଟା କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

काठ का लंबा, चौकोर और चौरस चीरा हुआ टुकड़ा जो लंबाई-चौड़ाई के हिसाब से बहुत कम मोटा हो।

लकड़ी के बड़े-बड़े लट्ठों को आरा मिल में चीरकर पल्ला बनाया जाता है।
तखता, तख़ता, तख़्ता, तख्ता, पटरा, पल्ला