ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଞ୍ଚ ରଙ୍ଗ ଯୁକ୍ତ ବା ପାଞ୍ଚ ରଙ୍ଗର
ଉଦାହରଣ : ଶୀଲା ପଞ୍ଚରଙ୍ଗୀ ଶାଢ଼ୀ ପିନ୍ଧିଛି
ସମକକ୍ଷ : ପଂଚରଂଗୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
पाँच रंगोंवाला या पाँच रंग का।
ଅର୍ଥ : ପାଞ୍ଚଟି ରଙ୍ଗ ମିଶି ତିଆରି ହୋଇଥିବା
ଉଦାହରଣ : ପଞ୍ଚରଙ୍ଗୀ ଗୁଡ଼ି ଆକାଶରେ ଉଡ଼ିବା ଭଲ ଲାଗୁଛି
ସମକକ୍ଷ : ପଞ୍ଚରଙ୍ଗା, ପାଞ୍ଚରଙ୍ଗିଆ
पाँच रंगों से मिलकर बना हुआ।
ସଂସ୍ଥାପନ କରନ୍ତୁ