ଅର୍ଥ : ଯାହାକୁ ବ୍ୟବସ୍ଥା ଓ ଗୁଣବତ୍ତା ଦୃଷ୍ଟିରୁ ପାଞ୍ଚୋଟି ତାରକା ମିଳିଛି
ଉଦାହରଣ :
ଆମେ ମୁମ୍ବାଈରେ ଏକ ପଞ୍ଚତାରକା ହୋଟେଲରେ ରହିଥିଲୁ
ଅନ୍ୟ ଭାଷାରେ ଅନୁବାଦ :
जिसे व्यवस्था और गुणवत्ता के आधार पर पाँच सितारे मिले हों।
हम मुम्बई में एक पाँच सितारा होटल में ठहरे थे।