ଅର୍ଥ : କୌଣସି କଥା ଇତ୍ୟାଦି କହି କିମ୍ବା ପ୍ରତିଶ୍ରୁତି ଦେଇ ତାକୁ ଅସ୍ୱୀକାର କରିବା ବା ପଛକୁ ହଟାଇବା
ଉଦାହରଣ :
ସେ ନିଜ କଥା ରକ୍ଷା କରିପାରିଲେ ନାହିଁ
ସମକକ୍ଷ : କଥା ନ ରଖିବା, କଥା ଭାଙ୍ଗିବା
ଅନ୍ୟ ଭାଷାରେ ଅନୁବାଦ :
Make a retreat from an earlier commitment or activity.
We'll have to crawfish out from meeting with him.