ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଚାଇବା କ୍ରିୟା
ଉଦାହରଣ : ଆଜିକାଲି ଔଷଧରେ ମଧ୍ୟ ଫଳଗୁଡିକୁ ପଚା ହୋଇଯାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
पकने की क्रिया।
ଅର୍ଥ : ସଢ଼ିବା ପ୍ରକ୍ରିୟା ବା ଭାବ
ଉଦାହରଣ : ସଢ଼ା ପତ୍ରରୁ ଖତ ତିଆରି ହୁଏ
ସମକକ୍ଷ : ସଢ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सड़ने की क्रिया या भाव।
In a state of progressive putrefaction.
ଅର୍ଥ : ସଢ଼ି ଯାଇଥିବା(ଶସ୍ୟ)
ଉଦାହରଣ : କୃଷକଟି ପଚା ଗହମକୁ ଶୁଖାଉଛି
सड़ा हुआ (अनाज)।
ଅର୍ଥ : ଯାହା ଅଧିକ ସମୟ ପଡ଼ିରହିବା କାରଣରୁ ଦୁର୍ଗନ୍ଧଯୁକ୍ତ ଓ ଆମ୍ବିଳା ହୋଇଯାଇଛି
ଉଦାହରଣ : ଭିକାରୀଟି ପଚା ଖାଦ୍ୟ ଖାଉଛି
ସମକକ୍ଷ : ବାସି
जो अधिक समय तक पड़ा रहने के कारण दुर्गंधयुक्त और कसैला हो गया हो।
ଅର୍ଥ : ଯାହା ଖରାପ ହୋଇଯାଇଛି
ଉଦାହରଣ : ସଢ଼ା ଜିନିଷକୁ ଅଳିଆଡବାରେ ପକାଇଦିଅ
ସମକକ୍ଷ : ଖରାପ, ସଢ଼ା
जो खराब हो गया हो।
ସଂସ୍ଥାପନ କରନ୍ତୁ