ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକ୍ଷ୍ମକୋପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକ୍ଷ୍ମକୋପ   ବିଶେଷ୍ୟ

ଅର୍ଥ : ଆଖି ପତାର ବାଳ ଝଡ଼ିଯିବାରୁ ଆଖିରେ ଉତ୍ପନ୍ନ ହେଉଥିବା ଦରଜ

ଉଦାହରଣ : ଶୀଲା ପକ୍ଷ୍ମକୋପ ରୋଗରେ ପୀଡ଼ିତ ହୋଇ ବାରଂବାର ଆଖି ମଳୁଛି

ସମକକ୍ଷ : ପକ୍ଷ୍ମକୋପ ରୋଗ


ଅନ୍ୟ ଭାଷାରେ ଅନୁବାଦ :

बरौनी के आँख में चले जाने से आँख में उत्पन्न दर्द।

शीला पक्ष्मकोप से पीड़ित होकर बार-बार आँख मल रही है।
पक्ष्मकोप