ଅର୍ଥ : ବୁଦ୍ଧଙ୍କ ବାଣୀରେ ଉଲ୍ଲେଖିତ ପାଞ୍ଚଟି ବାରଣ
ଉଦାହରଣ :
ହତ୍ୟା, ଚୋରି, ବ୍ୟଭିଚାର, ମଦ୍ୟପାନ ନକରିବା ଏବଂ ଅସତ୍ୟ ନକହିବା ଆଦି ପଞ୍ଚଶୀଳ କୁହାଯାଏ
ସମକକ୍ଷ :
ପଞ୍ଚଶୀଳ
ଅନ୍ୟ ଭାଷାରେ ଅନୁବାଦ :
बुद्ध-वाणी में उल्लिखित पाँच सद्वृत्तियाँ।
हत्या, चोरी, व्यभिचार, मद्यपान न करना और असत्य न बोलना ये पंचशील हैं।
पंचशील,
पञ्चशील