ଅର୍ଥ : ବେକରେ ପିନ୍ଧୁଥିବା ଗୋଟିଏ ପ୍ରକାରର ସୁନା,ଚାନ୍ଦି ଆଦିର ଗହଣା
ଉଦାହରଣ :
ସେ ହୀରାର ହାର ପିନ୍ଧିଛି
ସମକକ୍ଷ :
ହାର
ଅନ୍ୟ ଭାଷାରେ ଅନୁବାଦ :
गले में पहनने का एक प्रकार का सोने, चाँदी आदि का गहना।
उसने हीरे का हार पहन रखा है।
नेकलेस,
हार
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace