ଅର୍ଥ : କୌଣସି ଠିଆହୋଇଥିବା ଜିନିଷକୁ ଝୁଙ୍କେଇବାରେ ପ୍ରବୃତ୍ତ କରିବା
ଉଦାହରଣ :
ଫଳ ତୋଳିବାପାଇଁ ଡାଳକୁ ନୁଆଁଯାଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଆଁରେ କୌଣସି ବସ୍ତୁ ଆଦିକୁ ବଙ୍କାକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
କୃଷକ ତା ସ୍ତ୍ରୀ ଦ୍ୱାରା ନିଆଁଆଞ୍ଚରେ କାଠ ବଙ୍କାଉଛି
ସମକକ୍ଷ : ବକ୍ର କରାଇବା, ବଙ୍କାଇବା, ମୋଡାଇବା
ଅନ୍ୟ ଭାଷାରେ ଅନୁବାଦ :
आग में किसी वस्तु आदि को झोंकने का काम किसी और से कराना।
किसान अपनी पत्नी से गुलवर में लकड़ी झोंकवा रहा है।