ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟନ୍ତ୍ରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟନ୍ତ୍ରକ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ, ବସ୍ତୁ, ଅବସ୍ଥା, ଆଦିକୁ ନିୟନ୍ତ୍ରଣ କରନ୍ତି

ଉଦାହରଣ : ଏହି ବିଦ୍ୟୁତ ଯନ୍ତ୍ରରେ ଗୋଟିଏ ତାପ ନିୟନ୍ତ୍ରକ ମଧ୍ୟ ଲଗା ହୋଇଛିପରୀକ୍ଷା ନିୟନ୍ତ୍ରକ ପରୀକ୍ଷାର୍ଥୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ କହିଲେ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जो किसी कार्य, वस्तु, अवस्था आदि को नियंत्रित करे।

परीक्षा नियंत्रक ने परीक्षार्थियों से शांति बनाए रखने के लिए कहा।
नियंत्रक

A person who directs and restrains.

controller, restrainer

ନିୟନ୍ତ୍ରକ   ବିଶେଷଣ

ଅର୍ଥ : ଯାହା କୌଣସି କାର୍ଯ୍ୟ, ବସ୍ତୁ, ଅବସ୍ଥା, ଆଦିକୁ ନିୟନ୍ତ୍ରଣ କରେ

ଉଦାହରଣ : ଏହି ଯନ୍ତ୍ରର ତାପ ନିୟନ୍ତ୍ରକଟି ଖରାପ ହୋଇଯାଇଛି


ଅନ୍ୟ ଭାଷାରେ ଅନୁବାଦ :

जो किसी कार्य,वस्तु,अवस्था आदि को नियंत्रित करे।

इस यंत्र का ताप नियंत्रक पुर्जा खराब हो गया है।
नियंत्रक

Restricting according to rules or principles.

A regulatory gene.
regulative, regulatory