ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିହାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିହାଣୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ମୁନିଆଁ ହତିଆର

ଉଦାହରଣ : ନିହାଣୀ ଦ୍ୱାରା ଛାଞ୍ଚର ଗାରଗୁଡିକ ମଧ୍ୟରେ ଜମିଥିବା ରଙ୍ଗକୁ ଚାଞ୍ଛି ସଫା କରାଯାଏ

ସମକକ୍ଷ : ଛୋଟ ନିହାଣ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का नुकीला औजार।

निहानी से ठप्पे के लकीरों के बीच भरे हुए रंग को खुरचकर साफ करते हैं।
निहानी

ଅର୍ଥ : ସୂକ୍ଷ୍ମ ଭାବେ ଖନନ କରିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାରର ନିହାଣ

ଉଦାହରଣ : ଛୋଟ_ନିହାଣର ମୁନ ଅର୍ଦ୍ଧଚନ୍ଦ୍ରାକାର ହୋଇଥାଏ

ସମକକ୍ଷ : ଛୋଟ ନିହାଣ


ଅନ୍ୟ ଭାଷାରେ ଅନୁବାଦ :

बारीक खुदाई करने की एक प्रकार की रुखानी।

निहानी की नोंक अर्द्ध चन्द्राकार होती है।
निहानी