ଅର୍ଥ : ଅବିବାହିତ ରହୁଥିବା ବା ସ୍ତ୍ରୀ ଆଦିଙ୍କ ସହ ସମ୍ବନ୍ଧ ରଖୁନଥିବା ସାଧୁ
ଉଦାହରଣ :
ବର୍ତ୍ତମାନ ଏହିଠାରୁ ନିହାଙ୍ଗ ସାଧୁମାନଙ୍କର ଏକ ଦଳ ଗଲା
ସମକକ୍ଷ :
ନିହଂଗ, ନିହଂଗମ, ନିହଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
अविवाहित रहने वाला या स्त्री आदि से संबंध न रखने वाला (साधु)।
अभी-अभी यहाँ से निहंग साधुओं का एक जत्था गुज़रा।
निहंग,
निहंगम