ଅର୍ଥ : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
ଉଦାହରଣ :
ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
ସମକକ୍ଷ : ନିଶାସକ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
ଉଦାହରଣ :
ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
ସମକକ୍ଷ : ନିଶାବାଜ
ଅନ୍ୟ ଭାଷାରେ ଅନୁବାଦ :
Compulsively or physiologically dependent on something habit-forming.
She is addicted to chocolate.