ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଲମ୍ବିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଲମ୍ବିତ   ବିଶେଷଣ

ଅର୍ଥ : ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି

ଉଦାହରଣ : ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି

ସମକକ୍ଷ : ପଦଚ୍ୟୁତ, ବରଖାସ୍ତ


ଅନ୍ୟ ଭାଷାରେ ଅନୁବାଦ :

जिसे अस्थायी रूप से नौकरी से अलग कर दिया गया हो या उसके पद से हटा दिया गया हो।

निलंबित कर्मचारियों ने बहाली के लिए उच्च न्यायालय में आवेदन किया है।
अनुलंबित, अनुलम्बित, निलंबित, निलम्बित, मुअत्तल