ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବୀଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବୀଜ   ବିଶେଷଣ

ଅର୍ଥ : ଯେଉଁଥିରେ ମଞ୍ଜି ନ ଥାଏ

ଉଦାହରଣ : କେତେକ ବୃକ୍ଷଲତା ନିର୍ବୀଜ ହୋଇଥାଆନ୍ତି

ସମକକ୍ଷ : ଅମଞ୍ଜିଆ, ବୀଜରହିତ


ଅନ୍ୟ ଭାଷାରେ ଅନୁବାଦ :

जिसमें बीज न हो।

कुछ वनस्पतियों के बतिये निर्बीज होते हैं।
निर्बीज, बीजरहित

Lacking seeds.

Seedless grapefruit.
seedless