ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା ପଲକ ପକେଇ
ଉଦାହରଣ : ସେ ଶୂନ୍ୟକୁ ଅପଲକ ଅନାଇଥିଲା
ସମକକ୍ଷ : ଅପଲକ
ଅର୍ଥ : ପଲକ ନ ପକାଇ ବା ସ୍ଥିର ଦୃଷ୍ଟିରେ
ଉଦାହରଣ : ପିଲାଟି ଅନିମେଷ ନୟନରେ ନିଜ ବାପାଙ୍କ ଆଡ଼କୁ ଚାହିଁ ରହିଥିଲା
ସମକକ୍ଷ : ଅନିମେଷ, ଅପଲକ, ଏକଦୃଷ୍ଟିରେ, ଏକାଗ୍ର, ପଲକହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
बिना पलक झपकाए या स्थिर दृष्टि से।
ଅର୍ଥ : ପଲକ ନ ପକାଇ ବା ଅପଲକ ଭାବରେ
ଉଦାହରଣ : ସେ ଆଗନ୍ତୁକଙ୍କୁ ଅପଲକ ନୟନରେ ଦେଖୁଥିଲା
ସମକକ୍ଷ : ଅନିମେଷ, ଅପଲକ, ଏକଦୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बिना पलक झपकाए या टकटकी बाँधे हुए।
Not shrinking from danger.
ସଂସ୍ଥାପନ କରନ୍ତୁ