ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଧାରିତ ଅଂଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଧାରିତ ଅଂଶ   ବିଶେଷ୍ୟ

ଅର୍ଥ : ସମଗ୍ରର ସେହି ନିର୍ଦ୍ଦିଷ୍ଟ ଭାଗ ବା ଅଂଶ ଯାହା କାହାରିକୁ ଦିଆଯାଏ ବା କାହାଠାରୁ ନିଆଯାଏ

ଉଦାହରଣ : ଚାକିରୀପାଇଁ ଜନଜାତିମାନଙ୍କ କୋଟା ସଂରକ୍ଷିତ କରାଯାଇଛି

ସମକକ୍ଷ : କୋଟା, ନିୟତାଂଶ


ଅନ୍ୟ ଭାଷାରେ ଅନୁବାଦ :

संपूर्ण का वह निश्चित भाग या अंश जो किसी को दिया जाए या किसी से लिया जाए।

नौकरी के लिए जनजातियों का कोटा आरक्षित होता है।
कोटा, नियतांश, निर्धारित अंश

A prescribed number.

All the salesmen met their quota for the month.
quota