ଅର୍ଥ : ନିର୍ଦୟତା ସହିତ ବା ଦୟାହୀନ ହୋଇ
ଉଦାହରଣ :
ସେ ନିଜ ଭାଇକୁ ନିର୍ଦୟଭାବରେ ପିଟୁଥିଲା
ସମକକ୍ଷ : କଠୋରତାସହ, କ୍ରୂରତାପୂର୍ବକ, କ୍ରୂରହୋଇ, ନିର୍ଦୟତାପୁର୍ବକ
ଅନ୍ୟ ଭାଷାରେ ଅନୁବାଦ :
निर्दयता के साथ या दयाहीन होकर।
वह अपने भाई को निर्दयतापूर्वक पीट रहा था।