ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ପ୍ରାଣ ନାହିଁ
ଉଦାହରଣ : ମାନବକୃତ ବସ୍ତୁଗୁଡ଼ିକୁ ନିର୍ଜୀବଙ୍କ ମଧ୍ୟରେ ଗଣନା କରାଯାଏ
ସମକକ୍ଷ : ପ୍ରାଣହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जिसमें प्राण न हो।
ଅର୍ଥ : ଯେଉଁଥିରେ ଜୀବନ ବା ପ୍ରାଣ ନାହିଁ
ଉଦାହରଣ : ନିର୍ଜୀବ ବସ୍ତୁମାନଙ୍କ ମଧ୍ୟରେ ସଂବେଦନା ନଥାଏ
ସମକକ୍ଷ : ଜୀବନହୀନ, ନିଷ୍ପ୍ରାଣ
जिसमें से जीवन या प्राण निकल गया हो।
ସଂସ୍ଥାପନ କରନ୍ତୁ