ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଗମନ   ବିଶେଷ୍ୟ

ଅର୍ଥ : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ

ଉଦାହରଣ : ନିର୍ଗମନ ନଳା ସଫା କରିବା ଉଚିତ

ସମକକ୍ଷ : ନିର୍ଗମ


ଅନ୍ୟ ଭାଷାରେ ଅନୁବାଦ :

वह मार्ग जिससे कोई वस्तु बाहर निकलती है।

निकास की सफाई बराबर करते रहना चाहिए।
निकास, निर्गम

Emptying something accomplished by allowing liquid to run out of it.

drain, drainage

ଅର୍ଥ : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ

ଉଦାହରଣ : ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି

ସମକକ୍ଷ : ନିର୍ଗମ


ଅନ୍ୟ ଭାଷାରେ ଅନୁବାଦ :

आज्ञा आदि निकलने या प्रकाशित होने की क्रिया।

निर्गम के अनुसार सभी कार्य प्रारंभ हो गए।
निर्गम, निर्गमन

The act of issuing printed materials.

issue, publication

ଅର୍ଥ : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ

ସମକକ୍ଷ : ନିର୍ଗମ, ନିଷ୍କାସନ


ଅନ୍ୟ ଭାଷାରେ ଅନୁବାଦ :

निकलने या निकालने की क्रिया या भाव।

शहरों में जल निकास की उचित व्यवस्था होनी चाहिए।
निकास, निकासी, निर्गम, निर्गमन

The act of venting.

discharge, venting

ଅର୍ଥ : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ

ଉଦାହରଣ : ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ

ସମକକ୍ଷ : ନିର୍ଗମ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु विशेषकर धन आदि का किसी स्थान या देश से बहुत अधिक परिमाण में बाहर जाने की क्रिया।

मुद्रा के निर्गमन पर प्रतिबंध कैसे लगाया जाय।
निर्गम, निर्गमन