ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରାଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରାଶା   ବିଶେଷ୍ୟ

ଅର୍ଥ : ଆଶାର ଅଭାବ

ଉଦାହରଣ : ଯଦି ନୈରାଶ୍ୟ ମନରେ ବସାବାନ୍ଧେ ତାହାହେଲେ ସଫଳତା ପ୍ରାପ୍ତି କଠିନ

ସମକକ୍ଷ : ଆଶାହୀନତା, ନୈରାଶ୍ୟ, ହତାଶା


ଅନ୍ୟ ଭାଷାରେ ଅନୁବାଦ :

आशा का अभाव।

अगर निराशा मन में घर कर गई तो सफलता पाना कठिन होता है।
नाउम्मीदी, निराशा, नैराश्य, मायूसी, हताशा

The despair you feel when you have abandoned hope of comfort or success.

hopelessness