ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରପେକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରପେକ୍ଷ   ବିଶେଷଣ

ଅର୍ଥ : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି

ଉଦାହରଣ : ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା

ସମକକ୍ଷ : ଅପକ୍ଷ, ନିଷ୍ପକ୍ଷ, ପକ୍ଷପାତରହିତ


ଅନ୍ୟ ଭାଷାରେ ଅନୁବାଦ :

परस्पर विरोधी पक्षों से अलग रहने वाला।

तटस्थ नेताओं की वज़ह से केंद्र में किसी भी दल की सरकार नहीं बनी और राष्ट्रपति शासन लागू करना पड़ा।
अनपेक्ष, अपक्षपाती, उदासीन, तटस्थ, निरपेक्ष, निरीह, निष्पक्ष, पक्षपातरहित, पक्षपातशून्य

Free from undue bias or preconceived opinions.

An unprejudiced appraisal of the pros and cons.
The impartial eye of a scientist.
impartial, unprejudiced

ଅର୍ଥ : ଯେଉଁଠାରେ ପକ୍ଷପାତ ହୁଏ ନାହିଁ

ଉଦାହରଣ : ପକ୍ଷପାତହୀନ ଦୃଷ୍ଟି ଥିଲେ ହିଁ ନିର୍ଣ୍ଣାୟକ ଠିକ ନିର୍ଣ୍ଣୟ ନେଇପାରିବେ

ସମକକ୍ଷ : ପକ୍ଷପାତହୀନ, ଭେଦଭାବହୀନ


ଅନ୍ୟ ଭାଷାରେ ଅନୁବାଦ :

जिसमें पक्षपात न हो।

पक्षपातहीन दृष्टि होने पर ही निर्णायक सही निर्णय कर सकता है।
अपक्षपाती, इंसाफ़ी, इंसाफी, इनसाफ़ी, इनसाफी, इन्साफ़ी, इन्साफी, निष्पक्ष, पक्षपातहीन, भेदभावहीन

Without bias.

unbiased, unbiassed