ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଅମ୍ବୁ (ବିଶେଷ୍ୟ)
ଜନ୍ମକୁଣ୍ଡଳୀର ବାର ଘର ମଧ୍ୟରୁ ଚତୁର୍ଥ
ସଲିଳ (ବିଶେଷ୍ୟ)
ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଘଟ (ବିଶେଷ୍ୟ)
ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ବିଭାବରୀ (ବିଶେଷ୍ୟ)
ସୂର୍ଯ୍ୟାସ୍ତ ଓ ସୂର୍ଯୋଦୟର ମଧ୍ୟବର୍ତ୍ତୀ ସମୟ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ବିଭବ (ବିଶେଷ୍ୟ)
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ