ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଦ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଦ୍ରା   ବିଶେଷ୍ୟ

ଅର୍ଥ : ପ୍ରାଣୀମାନଙ୍କର ସେ ଅବସ୍ଥା ଯେଉଁଥିରେ ସେମାନଙ୍କର ଚେତନ କିଛି ସମୟପାଇଁ ନିଶ୍ଚେଷ୍ଟ ହୋଇ ରହିଯାଏ କିମ୍ବା ସେମାନଙ୍କୁ ଶାରୀରିକ କିମ୍ବା ମାନସିକ ବିଶ୍ରାମ ମିଳେ

ଉଦାହରଣ : ନିଦ୍ରା ଅଭାବରେ କ୍ଳାନ୍ତ ଅନୁଭୂତ ହୁଏ

ସମକକ୍ଷ : ନିଦ


ଅନ୍ୟ ଭାଷାରେ ଅନୁବାଦ :

प्राणियों की वह अवस्था जिसमें उनकी चेतन वृत्तियाँ बीच में कुछ समय के लिए निश्चेष्ट होकर रुकी रहती हैं और उन्हें शारीरिक तथा मानसिक विश्राम मिलता है।

नींद की कमी से थकान महसूस होती है।
निंदरा, निंदरिया, निंदिया, निद्रा, नींद, श्वासहेति

A natural and periodic state of rest during which consciousness of the world is suspended.

He didn't get enough sleep last night.
Calm as a child in dreamless slumber.
sleep, slumber