ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ଉଦାହରଣ :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ସମକକ୍ଷ : ଆଦର୍ଶ, ଉଦାହରଣ, ଡିଜାଇନ, ଦୃଷ୍ଟାନ୍ତ, ନମୁନା
ଅନ୍ୟ ଭାଷାରେ ଅନୁବାଦ :
A model considered worthy of imitation.
The American constitution has provided a pattern for many republics.