ଅର୍ଥ : ନିଜଦ୍ୱାରା ଯାହାର ଅର୍ଜନ କରାଯାଇଛି ବା ନିଜକୁ ଯାହା ମିଳିଛି
ଉଦାହରଣ :
ଏହା ସ୍ୱୋପାର୍ଜିତ ଧନ
ସମକକ୍ଷ : ନିଜକମେଇ, ସ୍ୱର୍ଜିତ, ସ୍ୱୋପାର୍ଜିତ
ଅନ୍ୟ ଭାଷାରେ ଅନୁବାଦ :
जिसका अर्जन खुद किया गया हो या जिसे स्वयं प्राप्त किया गया हो।
यह स्वार्जित धन है।