ଅର୍ଥ : ଅସହାୟ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
ସମକକ୍ଷ : ଅସହାୟତା, ନିରାଶ୍ରୟତା
ଅନ୍ୟ ଭାଷାରେ ଅନୁବାଦ :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।