ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଲିଡ଼େଣା ଚାତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଲିଡ଼େଣା ଚାତକ   ବିଶେଷ୍ୟ

ଅର୍ଥ : ଆକାରରେ କାଉଠାରୁ ବଡ଼ ଓ ଶରୀରର ଉପରିଭାଗ କଳା ହୋଇଥିବା ଏକ ପ୍ରକାର ଚାତକ

ଉଦାହରଣ : ନାଲିଡ଼େଣା ଚାତକର କଣ୍ଠ ଓ ଶରୀରର ନିମ୍ନଅଂଶ ଧଳା


ଅନ୍ୟ ଭାଷାରେ ଅନୁବାଦ :

एक प्रकार का चातक जो आकार में कौवे से बड़ा होता है और जिसके शरीर का ऊपरी भाग काला होता है।

लालपंखी चातक के कंठ और शरीर के नीचे का भाग सफेद होता है।
किंकिर, लालपंखी चातक, स्तोतक