ଅର୍ଥ : ଏକ ପ୍ରକାର ଶ୍ରାଦ୍ଧ ଯାହାକୁ କର୍ତ୍ତାର ଅଭ୍ୟୁଦୟକାରକ ଭାବେ ଗ୍ରହଣ କରାଯାଏ
ଉଦାହରଣ :
ଆମ ପଡୋଶୀ ଆଜି ଅଭ୍ୟୁଦାୟିକ ଶ୍ରାଦ୍ଧ କରୁଛନ୍ତି
ସମକକ୍ଷ : ଅଭ୍ୟୁଦାୟିକ ଶ୍ରାଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का श्राद्ध जिसे कर्ता का अभ्युदय करने वाला माना जाता है।
हमारे पड़ोसी आज आभ्युदयिक श्राद्ध करा रहे हैं।