ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
ଉଦାହରଣ : ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
ସମକକ୍ଷ : ଘୋଷ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुछ समय तक बनी रहने वाली तेज ध्वनि।
A deep prolonged sound (as of thunder or large bells).
ଅର୍ଥ : ଯାହା ଶୁଭେ
ଉଦାହରଣ : ଏକ ତୀବ୍ର ଧ୍ୱନି ତାଙ୍କର ଏକାଗ୍ରତାକୁ ଭାଙ୍ଗିଦେଲା
ସମକକ୍ଷ : ଆବାଜ୍, ଧ୍ୱନି, ନିନାଦ, ଶବ୍ଦ, ସ୍ୱନ, ସ୍ୱର
वह जो सुनाई दे।
The particular auditory effect produced by a given cause.
ସଂସ୍ଥାପନ କରନ୍ତୁ